JIBANA DIPA || ଜୀବନ ଦୀପ || NEW ODIA CHRISTIAN SONG || SHASANK SEKHAR || AMIT BADANAYAK ||

JIBANA DIPA || ଜୀବନ ଦୀପ || NEW ODIA CHRISTIAN SONG || SHASANK SEKHAR || AMIT BADANAYAK ||


JIBANA DIPA || ଜୀବନ ଦୀପ || STUDIO VERSION || SHASANK SEKHAR || NEW ODIA CHRISTIAN SONG || AMIT BADANAYAK

AB Music Presents A Soulful And Meaningful Life Changing Christian Devotional Song.Which Is Sung By Shasank Sekhar. Lyrics Penned And Music Composed By Amit Badanayak.Music Arranged By Bapi Samal.Must Watch This Beautiful Song And Like Share Comment And Subscribe.

Praise The Lord…AB Music ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ଖ୍ରୀଷ୍ଟ ପ୍ରେମରେ ଆନ୍ତରିକ ନମସ୍କାର ।
ଶଶାଙ୍କ ଶେଖର କଣ୍ଠଦାନ କରିଥିବା ସରଗ ରାଇଜ ଓ ନରକ ଦଣ୍ଡ ଗୀତର ଅପୂର୍ବ ସଫଳତା ପରେ ପରେ AB Music ତରଫରୁ ପୁଣି ଥରେ ତାଙ୍କ କଣ୍ଠରୁ ଭେଟି ଦେଉଛୁ “ଜୀବନ ଦୀପ ” ନାମକ ଏକ ଭିନ୍ନ ସ୍ୱାଦର ନୂତନ ଖ୍ରୀଷ୍ଟୀୟ ଭକ୍ତି ଗୀତ । Studio Version ଟି ମୁକ୍ତିଲାଭ ହୋଇଅଛି ଶୁଣନ୍ତୁ ଏବଂ ନିଜ ନିଜ ଜୀବନ ଦୀପ ଲିଭିବା ପୂର୍ବରୁ ନିଜର ପୁରାତନ ସ୍ୱଭାବକୁ ସଜାଡନ୍ତୁ।

ପୃଥିବୀରୁ ପ୍ରତି ଦିନ ଅନେକ ଲୋକଙ୍କ ଜୀବନ ଦୀପ ଲିଭି ଯାଉଛି। ଦିନେ ଆମ ସଭିଙ୍କର ମଧ୍ୟ କେବେ ନା କେବେ ଜୀବନ ଦୀପ ଲିଭିବ। ଆମେ ଏ ଦୁନିଆକୁ ଏକା ଏକା ଆସିଛୁ ପୁଣି ଏକା ଏକା ଏ ଜଗତକୁ ଛାଡ଼ି ଯିବାକୁ ହେବ। ଏଣୁ ଆମ ଜୀବନ ଦୀପ ଜଳୁଥିବା ସମୟରେ ଯିହିଜିକଲ ୩୩ : ୧୩,୧୪,୧୫ ଅନୁସାରେ ପାପରୁ ଫେରି ଯଦି ନ୍ୟାୟ ଧର୍ମାଚରଣ କରିବା ତେବେ ନିଶ୍ଚୟ ଆମ ପାପ ସବୁ ଗଣନା କରାଯିବ ନାହିଁ ପ୍ରଭୁଙ୍କ ଦୃଷ୍ଟିରେ ସନ୍ତୋଷ ପାତ୍ର ହେଇ ପାରିବା। ଆଉ ଯଦି ମାଥିଉ ୧୬:୨୬ ଅନୁସାରେ ପ୍ରଭୁ ଯୀଶୁଙ୍କୁ ହୃଦେ ଧାରଣ ନ କରି ସମୁଦାୟ ଜଗତକୁ ଜିଣି ଯେବେ ଆମ୍ଭ ମାନଙ୍କର ଜୀବନ ହରାଇ ଦେବା ତେବେ କ’ଣ ଲାଭ ହେବ।

Full Lyrics

ଏ ଜୀବନ ଦୀପ ଦିନେ ଲିଭିବ
ଜୀବନ ସଳିତା ଦିନେ ସରିବ..
ତୁ ଆସିଛୁ ଏକା ଏକା
ଯିବୁ ଦିନେ ଏକା ଏକା…
ମୁଁ ଆସିଛି ଏକା ଏକା
ଯିବି ଦିନେ ଏକା ଏକା…
ଏ ଜୀବନ ଦୀପ ଦିନେ ଲିଭିବ..(୨ଥର)
ଏ ଜଗତ ଛାଡ଼ି ଯିବାକୁ ହେବ
ଆ ଫେରିଆ ହେ ମାନବ
ଦେ ସଜାଡ଼ି ତୋ ସ୍ୱଭାବ…(୨ଥର)..=୦=

ସର୍ବ ଜଗତ କରି କି ଲାଭ
ମୁକତି ନ ପାଇଲେ ମୂଲ୍ୟ ନ ଥିବ
କେତେ ସଞ୍ଚିଲେ ଯଶ ବିଭବ
ଯୀଶୁ ହୃଦେ ନ ଥିଲେ କ’ଣ ମିଳିବ
ଜୀବନ ସଳିତା ଦିନେ ସରିବ…(୨ଥର)
ଶରୀର ମାଟିରେ ବିଲୀନ ହେବ..
ଆ ଫେରିଆ ହେ ମାନବ
ଦେ ସଜାଡ଼ି ତୋ ସ୍ୱଭାବ……(୨ଥର)..=୧=

ପାପରୁ ଫେରି ଯେଉଁ ମାନବ
ନ୍ୟାୟ ଧର୍ମାଚରଣ ନିତି କରିବ
ତା ପାପ ସବୁ ଗଣା ନ ଯିବ
ସେ ଅବଶ୍ୟ ବଞ୍ଚିବ ନ ମରିବ…
ସୁଯୋଗ ରହିଛି ଯିଏ ଫେରିବ…(୨ଥର)
ପ୍ରଭୁଙ୍କ ସନ୍ତୋଷ ପାତ୍ର ସେ ହେବ..
ଆ ଫେରିଆ ହେ ମାନବ
ଦେ ସଜାଡ଼ି ତୋ ସ୍ୱଭାବ……(୨ଥର)..=୨=

କଣ୍ଠଦାନ – ଶଶାଙ୍କ ଶେଖର
ଗୀତ ରଚନା ଓ ସ୍ୱର ସଂଯୋଜନା – ଅମିତ୍ ବଡ଼ନାୟକ
ସଙ୍ଗୀତ ପରିଚାଳନା – ବାପି ସାମଲ

SONG CREDITS :

* Song : Jibana Dipa (Studio Version)

* Singer : Shasank Sekhar (Ollywood Singer)

* Lyrics : Amit Badanayak

* Music Composition : Amit Badanayak

* Arrangement & Programming : Bapi Samal

* Record & Mixing : Smruti Studio, BBSR

* Mastering by : Smruti Ranjan Samal

* Camera ,Edit & Poster – Biswo

* Banner : AB Music

* Prayer Supported By : Dn.Fr. Daniel Badanayak

* Special Thanks : Premanidhi Singh, Sulochana Singh, Julu Badanayak and Byasadev Digal

* Production : AB Music

* WhatsApp : 8895583382,7978601423

* Contact : 7978601423,8895583382

#jibanadipasong
#jibanadipachristiansong
#shasanksekharnewchristiansong
#newodiachristiansong
#amitbadanayaknewchristiansongs
#odiachristiansong
#amitbadanayaksongs
#latestodiachristiansongs
#shasanksekhar
#amitbadanayak
#shasanksekharnewsongs
#amitbadanayakchristiansongs
#shasanksekharchristiansongs
#odiachristiansongs
#abmusic
#latestodiachristiansongs
#humanesagarchristiansongs
#amitpanichristiansongs
#newodiajisusong
#odiajesussongs

ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
ତଳେ ଦିଆଯାଇଛି ଦେଖି ନିଅନ୍ତୁ

ଆହେ ଦୁଃଖହାରୀ (Studio Version)

ଧନ୍ୟ ଧନ୍ୟ (Amit Pani)

ଅଛି ଦିନେ ମରଣ (Humane Sagar)

ବଡ଼ଦିନର ଅଭିନନ୍ଦନ ( Humane Sagar)

ନରକ ଦଣ୍ଡ (Studio Version)

ସଙ୍ଗୀତର ସାତ ସୂରେ (Asima Panda)

ଫେରିଆ ଫେରିଆ (Humane Sagar)

ନାଉରୀ (JYOTIRMAYEE NAYAK)

ରେ ମନ (HUMANE SAGAR)

ସରଗ ରାଇଜ (SHASANK SEKHAR)

ଅଳପ ଆୟୁଷ (Ananya Sritam Nanda)

ଆସିଛି ବଡ଼ଦିନ Asima Panda (Studio Version)

ମହାମାରୀରୁ ରକ୍ଷା କର (Asima Panda)

ପ୍ରଶଂସା ହେଉ ତୁମର (Amit Pani)

ଆରାଧ୍ୟ ଈଶ୍ୱର (Ira Mohanty)

ଲହୁ ଭିଜା ଲଲାଟ (Studio Version)

ମୁଁ ଯେ ଅକିଞ୍ଚନ (Studio Version)

ହେ ପ୍ରଭୁ (Full HD Video)

ହେ କ୍ରୁଶଧାରୀ (Studio Version)

କମ୍ପିଉଠେ ଏ ଧରା ଧାମ (Studio Version)

କେତେବେଳେ ଚାଲିଯିବ ଜୀବନ (Full Video)

କେତେ କାଳରେ ମନ (Studio Version)

ସତର୍କ ଟିକେ ରୁହ (Studio Version)

ଶେଷ ଘଣ୍ଟି ( Full Video)

ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)

!!* ANTI-PIRACY WARNING *!!

This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

Trip.com WW

Scroll to Top